୨ କଲରାପତରିଆ ବାଘ ଛାଲ ଜବତ

୨ କଲରାପତରିଆ ବାଘ ଛାଲ ଜବତ

୨ କଲରାପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର  : ଏସ୍‌ଟିଏଫ୍‌ ପଞ୍ଝାରେ ବାଘ ଛାଲ ବେପାରୀ । ବାଘ ଛାଲ ବ୍ୟବସାୟୀ ଭଗବତ ଗିରଫ । ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ । ଭାଗବତ ନୟାଗଡ଼ ଓ କନ୍ଧମାଳ ଜଙ୍ଗଲରୁ ବାଘ ମାରିଥିବା ସୂଚନା । ଏନେଇ ଅଧିକ ଖୋଲତାଡ଼ କରୁଛି ଏସ୍‌ଟିଏଫ୍‌ ।

ସେହିପରି ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଦନ୍ତ ଜାରି ରଖିଛି ଏସ୍‌ଟିଏଫ୍‌ । କେବଳ ଏହି ଦୁଇଟି ସ୍ଥାନରୁ ବାଘ ଶିକାର କରିଛି । ନା ଆଉ କେଉଁ କେଉଁ ସ୍ଥାନରୁ ବାଘ ଶିକାର କରିଛନ୍ତି । ଭାଗବତଙ୍କୁ ଜେରା ପରେ ହିଁ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି ।