୧୦୦ ଜଣ ପୋଲିସ କର୍ମଚାରୀଙ୍କୁ ଡିଜି ପଦକ ପ୍ରଦାନ
୧୦୦ ଜଣ ପୋଲିସ କର୍ମଚାରୀଙ୍କୁ ଡିଜି ପଦକ ପ୍ରଦାନ
ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଡିଜି ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ପୋଲିସ ଭବନରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସହସିକତା ପ୍ରଦର୍ଶନ ପାଇଁ ମୋଟ ୧୦୦ଜଣଙ୍କୁ ଏହି ଡିଜି ପୋଲିସ ପଦକ ପ୍ରଦାନ ହୋଇଛି ।
ଭୁବନେଶ୍ୱର ବ୍ୟତୀତ ରାଉରକେଲା ଏବଂ କନ୍ଧମାଳରେ ମଧ୍ୟ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ପୋଲିସ ଭବନରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ୬୬ ଜଣଙ୍କୁ ସହସିକତା ଡିଜି ପୋଲିସ ପଦକ ଦିଆଯାଇଛି ।




admin 