ହ୍ୟୁଣ୍ଡାଇ ଇଣ୍ଡିଆ ମୋଟର ପକ୍ଷରୁ ଫନି ସହାୟତା

ହ୍ୟୁଣ୍ଡାଇ ଇଣ୍ଡିଆ ମୋଟର ପକ୍ଷରୁ ଫନି ସହାୟତା

ହ୍ୟୁଣ୍ଡାଇ ଇଣ୍ଡିଆ ମୋଟର ପକ୍ଷରୁ ଫନି ସହାୟତା
ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ କାର ନିର୍ମାତା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ଫନି ବାତ୍ୟା ପ୍ରଭାବିତଙ୍କୁ ସହାୟତର ହାତ ବଢ଼ାଇଛି । କମ୍ପାନୀ ପକ୍ଷରୁ ଏହାର ବରିଷ୍ଠ ଉପସଭାପତି ଷ୍ଟିପେନ ସୁଧାକର ଜେଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉକ୍ରଳ ହ୍ୟୁଣ୍ଡାଇ ଏବଂ ଆଦିତ୍ୟ ହ୍ୟୁଣ୍ଡାଇର ଡିଲର ପ୍ରିନ୍ସିପାଲମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରିଲିଫ ପାଣ୍ଠିକୁ ୧କୋଟି ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି । ଫନି ବାତ୍ୟା ପ୍ରପୀଡିତଙ୍କ ସହାୟତାର ହାତ ବଢ଼ାଇବାରେ ଏଚଏମଆଇଏଲ ପ୍ରଥମ ଅଟୋ ମୋବାଇଲ କମ୍ପାନୀ ସ୍ଥାନୀୟ ଏନଜିଓ ଗୁଡିକ ସହ ମିଶି ରିଲିଫ କାର୍ଯ୍ୟରେ ସହାୟତା କରୁଛନ୍ତି ।