ସଡ଼କ ଦୁର୍ଘଟଣାରେ ୮ ମୃତ

ସଡ଼କ ଦୁର୍ଘଟଣାରେ ୮ ମୃତ

ସଡ଼କ ଦୁର୍ଘଟଣାରେ ୮ ମୃତ
ଆସାମ: ଆସାମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଉଦଳଗୁରୀ ଜିଲ୍ଲାର ଔରଙ୍ଗ ଅଞ୍ଚଳର ରାଷ୍ଟ୍ରୀୟ ରାଜପଥ-15 ଉପରେ ଘଟିଛି । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ଉଦ୍ଧାର କାର୍ଯ୍ୟ ଚଳାଇଛି । ତେବେ ଦୁର୍ଘଟଣାଟି ଏତେ ଜୋରରେ ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।