ସିଆରଫିଏଫ ଯବାନଙ୍କ ମଧ୍ୟରେ ସଂଘର୍ଷ : ଜଣେ ଯବାନଙ୍କ ମୃତୁ୍ୟ

ସିଆରଫିଏଫ ଯବାନଙ୍କ ମଧ୍ୟରେ ସଂଘର୍ଷ : ଜଣେ ଯବାନଙ୍କ ମୃତୁ୍ୟ

ସିଆରଫିଏଫ ଯବାନଙ୍କ ମଧ୍ୟରେ ସଂଘର୍ଷ : ଜଣେ ଯବାନଙ୍କ ମୃତୁ୍ୟ
ମାଲକାନଗିରି: ସିଆରଫିଏଫ ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ଓ ଏଥିରେ ଜଣେ ଯବାନଙ୍କ ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଛତିଶଗଡ଼ ଜଗଦଲପୁର ସିଆରପିଏଫ ବାଟାଲିଅନ ଯବାନଙ୍କ ମଧ୍ୟ ଗଣ୍ଡଗୋଳ ଘଟିଛି । ସିଆରଫିଏଫ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ ସହ ଗୁଳିମାଡ଼ ମଧ୍ୟ ହୋଇଛି । ଆଉ ଗୁଳିମାଡ଼ରେ ଜଣେ ଯବାନଙ୍କ ମୃତୁ୍ୟ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । ତେବେ ଏନେଇ ଖବର ପାଇ ସିଆରଫିଏଫର ଉପସ୍ଥିତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛନ୍ତି ।