ଶ୍ରୀନ୍ଦିର ଭିତର ଫଟୋ ଭାଇରାଲ

ଶ୍ରୀନ୍ଦିର ଭିତର ଫଟୋ ଭାଇରାଲ

ଶ୍ରୀନ୍ଦିର ଭିତର ଫଟୋ ଭାଇରାଲ
ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଥିବା ସୂଚନା ମିଳିଛି । ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ଭାଇରାଲ ହୋଇଛି । ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଫଟୋ ଭାଇରାଲ ହୋଇଛି । ଫଟୋରେ ଥିବ ବ୍ୟକ୍ତି ଜଣକ ମାସ୍କ ପିନ୍ଧିଛନ୍ତି । ଫଟୋ ବର୍ତମାନର ହୋଇଥିବା ସନେ୍ଦହ ହେଉଛି । ଏବେ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଶ୍ରୀମନ୍ଦିର କଡା ସୁରକ୍ଷାବଳୟରେ ଥିବା ସତ୍ୱେ ଭିତର ଫଟୋ କିଭଳି ଭାଇରାଲ ହେଲା । ଏଥି ପାଇଁ କାହାକୁ ଦାୟୀ କରାଯିବ ? ଶ୍ରୀମନ୍ଦିର ଫଟୋ କାହିଁକି ଭାଇରାଲ ହେଲା ?