ରାଜଧାନୀରେ ଫାଟିଲା ଟ୍ରାନ୍ସଫର୍ମର;୪ ଗୁରୁତର

ରାଜଧାନୀରେ ଫାଟିଲା ଟ୍ରାନ୍ସଫର୍ମର;୪ ଗୁରୁତର

ରାଜଧାନୀରେ ଫାଟିଲା ଟ୍ରାନ୍ସଫର୍ମର;୪ ଗୁରୁତର
ଭୁବନେଶ୍ୱର: ବିଦୁ୍ୟତ ଟ୍ରାନ୍ସଫର୍ମର ଫାଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଚନ୍ଦ୍ରଶେଖରପୁର ଓମଫେଡ ଅଫିସ ଗେଟ ସମ୍ମୁଖରେ ଅଘଟଣ ଘଟିଛି । ଟ୍ରାନ୍ସଫର୍ମର ତଳେ ଜଳଖିଆ ଦୋକାନ ଦେଇଥିବା ବାପ ପୁଅ ଗୁରୁତର ହୋଇଛନ୍ତି । ବାପା ପୁଅ ସମେତ ଦୋକାନରେ କାମ କରୁଥିବା ଆଉ ୨ ଜଣ ମଧ୍ୟ ଆହତ ହୋଇଛନ୍ତି । ୪ ଗୁରୁତରଙ୍କ ମଧ୍ୟରୁ ୩ ଜଣ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।