ରାଜଧାନୀରେ ନକଲି ଘିଅ କାରଖାନା ଠାବ

ରାଜଧାନୀରେ ନକଲି ଘିଅ କାରଖାନା ଠାବ

ରାଜଧାନୀରେ ନକଲି ଘିଅ କାରଖାନା ଠାବ
ଭୁବନେଶ୍ୱର:କଟକ ପରେ ଭୁବନେଶ୍ୱରରେ ନକଲି ଘିଅ କାରଖାନା ଠାବ କରାଯାଇଛି । ସୁନ୍ଦରପଦା କୈବଲ୍ୟ ନଗରରେ ନକଲି ଘିଅ କମ୍ପାନି ଠାବ ହୋଇଛି । ଏୟାର ଫିଲ୍ଡ ଥାନା ପୋଲିସ ଓ କୁ୍ୟଏଟିର ମିଳିତ ଚଢାଉ କରାଯାଇଥିଲା । ବ୍ୟାପକ ପରିମାଣର ଘିଅ ତିଆରି ସାମଗ୍ରୀ ସହ ତେଲ, ଡ୍ରମ ଜବତ କରାଯାଇଛି । ବହୁଦିନ ଧରି ଏଠାରେ ନକଲି ଘିଅ ତିଆରି ଚାଲୁଥିବା ଜଣାପଡିଛି ।