ରାଉରକେଲାରେ ଏକେ-୪୭ ରାଇଫଲ୍ ଜବତ
ରାଉରକେଲାରେ ଏକେ-୪୭ ରାଇଫଲ୍ ଜବତ
ରାଉରକେଲା : ରାଉରକେଲାର ଚାନ୍ଦିପୋଷ ଥାନା ଅଞ୍ଚଳରେ ଆଜି ଏକ ବଡ ଧରଣର ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଜରେ କୁଖ୍ୟାତ ଅପରାଧୀ ଆହତ ହୋଇଛି। ତାକୁ ଉଦ୍ଧାର କରାଯାଇ ଆରଜିଏଚରେ ଭର୍ତ୍ତି କରାଯାଇଛି।
ସେହି ଅପରାଧୀ ଠାରୁ ଗୋଟିଏ ଏକେ-୪୭ ରାଇଫଲ୍ ଜବତ କରାଯାଇଛି। ଏହାସହ ଆଉ ୨ ଜଣ ଅପରାଧୀଙ୍କୁ ରାଉକେଲା ପୁଲିସ ଅଟକ ରଖି ତଦନ୍ତ କରୁଛି।




admin 