ଭିିଜିଲାନ୍ସ ପଞ୍ଝାରେ ରାଜସ୍ୱ ନିରୀକ୍ଷକ

ଭିିଜିଲାନ୍ସ ପଞ୍ଝାରେ ରାଜସ୍ୱ ନିରୀକ୍ଷକ

ଭିିଜିଲାନ୍ସ ପଞ୍ଝାରେ ରାଜସ୍ୱ ନିରୀକ୍ଷକ
ଭବାନୀପାଟଣା : ଜମି ମ୍ୟୁଟେସନ କରେଇ ଦେବି କହି ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ତୁଳାପଡା ରାଜସ୍ୱ ନିରୀକ୍ଷକ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଲାପଡା ଆରଆଇ ଥାବିର ଭୋଇ ଜଣେ ଚାଷୀଙ୍କୁ ଜମି ମ୍ୟୁଟେସନ କରିଦେବା କହି ୫ହଜାର ଟଙ୍କା ଅସ୍ଥାୟୀ କର୍ମଚାରୀଙ୍କ ମାଧ୍ୟମରେ ଲାଞ୍ଚ ନେବା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତେବେ ଆରଆଇଙ୍କ ନିଜ ଗାଁ କେସିଙ୍ଗା ବ୍ଲକ ଲଇତରାକୁ ଯାଇ ତଦନ୍ତ କରୁଛନ୍ତି । ଭିଜିଲାନ୍ସ ଲାଞ୍ଚୁଆ ତୁଲାପଡା ଆରଆଇ ଥବିର ଭୋଇଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।