ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ

ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ

ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ
ଭୁବନେଶ୍ୱର - ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବିଡିଏ ଅଧିକାରୀ । ବିଡିଏ ସେକ୍ସନ୍ ଅଫିସର ବିଭୂତି ଭୂଷଣ ରାୟଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ଜାରି ରଖିଛି ଭିଜିଲାନ୍ସ । ଭୁବନେଶ୍ୱରର ଝାରପଡା, ଜିଜିପି କଲୋନୀସ୍ଥିତ ଘର ସମେତ ଅଫିସ୍ରେ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି । ଏମିତିକି ଜଗତସିଂହପୁରସ୍ଥିତ ବିଭୂତିଙ୍କ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ର ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି ।