ଭଲ ଖବର : ରାଜ୍ୟରେ ଆଜି ୨୭୧୬ ଆକ୍ରାନ୍ତ ସୁସ୍ଥ

ଭଲ ଖବର : ରାଜ୍ୟରେ ଆଜି ୨୭୧୬ ଆକ୍ରାନ୍ତ ସୁସ୍ଥ

ଭଲ ଖବର : ରାଜ୍ୟରେ ଆଜି ୨୭୧୬ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ଆଜି ରାଜ୍ୟରୁ ୨୭୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୨୦୬, ଅନୁଗୁଳରୁ ୨୦୧, ମୟୁରଭଞ୍ଜରୁ ୧୫୬, କଟକରୁ ୧୧୯, ନୂଆପଡାରୁ ୧୦୬, ବଲାଙ୍ଗୀରରୁ ୧୦୫, ବରଗଡରୁ ୧୦୦, ସମ୍ବଲପୁରରୁ ୯୮, ଯାଜପୁରରୁ ୯୮, କେନ୍ଦ୍ରାପଡାରୁ ୭୧, ଝାରସୁଗୁଡାରୁ ୭୦, ଢେଙ୍କାନାଳରୁ ୬୬, ପୁରୀରୁ ୬୫, କଳାହାଣ୍ଡିରୁ ୬୧, ଭଦ୍ରକରୁ ୫୮, ଜଗତସିଂହପୁରରୁ ୫୬, ବାଲେଶ୍ୱରରୁ ୪୮, ନବରଙ୍ଗପୁରରୁ ୪୮, ମାଲକାନଗିରିରୁ ୪୫, କେନ୍ଦୁଝରରୁ ୩୯, କନ୍ଧମାଳରୁ ୩୮, ଗଞ୍ଜାମରୁ ୩୪, ନୟାଗଡରୁ ୩୦, କୋରାପୁଟରୁ ୨୯, ରାୟଗଡାରୁ ୨୭, ଦେବଗଡରୁ ୧୬, ଗଜପତିରୁ ୮, ବୌଦ୍ଧରୁ ୫ ଏବଂ ଷ୍ଟେଟପୁଲରୁ ୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୫୪ ହଜାର ୯୧୩ରେ ପହଞ୍ଚିଛି ।