ବିଷାକ୍ତ ଖାଦ୍ୟ ଖାଇ ୮ ଶିଶୁ ଗୁରୁତର

ବିଷାକ୍ତ ଖାଦ୍ୟ ଖାଇ ୮ ଶିଶୁ ଗୁରୁତର

ବିଷାକ୍ତ ଖାଦ୍ୟ ଖାଇ ୮ ଶିଶୁ ଗୁରୁତର
ମାଲକାନଗିରି: ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ ଘଟିଛି । ବିଶାକ୍ତ ଖାଦ୍ୟ ଖାଇ ୮ଜଣ ଶିଶୁ ଗୁରୁତର ହୋଇଥିବା ସୂଚନା ମିଳିଛି । ଝାଡାବାନ୍ତି ଯୋଗୁଁ ମାଲକାନଗିରି ଜିଲ୍ଲା ମୁୁଖ୍ୟ ଚିକିତ୍ସାଳରେ ଭର୍ତି କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି ସେହି ୮ ଜଣ ପିଲା । ସେମାନଙ୍କ ସ୍ୱାସ୍ଥ୍ୟସେବା ବିକିଡି ଯାଇଛି । ସିନ୍ଦ୍ରିମାଳ ପଂଚାୟତ ମୁନୁଷକୁଣ୍ଡ ଅଙ୍ଗନବାଡି କେନ୍ଦ୍ରରେ ଏହି ଘଟଣା ଘଟିଛି । ଜଡା ଫଳ ଖାଇ ଶିଶୁ ଗୁରୁତର ହୋଇଥିବା ସୂଚନା ମିଳିଛି ।