ବିଜେଡିରେ ଯୋଗ ଦେଲେ ନଳିନୀକାନ୍ତ

ବିଜେଡିରେ ଯୋଗ ଦେଲେ ନଳିନୀକାନ୍ତ

ବିଜେଡିରେ ଯୋଗ ଦେଲେ ନଳିନୀକାନ୍ତ
ଭୁବନେଶ୍ୱର,ଆଜି ବିଜେଡିରେ ଯୋଗ ଦେଲେ ନଳିନୀକାନ୍ତ ପ୍ରଧାନ । ପୂର୍ବତନ ପୂତ ସଚିବ ନଳିନୀକାନ୍ତ । ରାଜନୀତିରେ ଆଗାମୀ ଭବିଷ୍ୟତ ଗଢିବେ ବୋଲି ଚାକିରି ଛାଡି ବିଜେଡିରେ ପାଦ ଥାପିଛନ୍ତି । ନବୀନ ନିବାସ ଠାରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ନଳିନୀକାନ୍ତ ପ୍ରଧାନ ।