ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ରାସ୍ତାରୋକ
ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ରାସ୍ତାରୋକ
ଫୁଲବାଣୀ: ଫୁଲବାଣୀ ଜିଲ୍ଲା କାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ମୃତୁ୍ରକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏଥିପାଇଁ ରାସ୍ତାରୋକ କରାଯାଇଛି । କଏଦୀ ଜଣଙ୍କ ଗତ ୧୬ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ କଏଦୀ ମୃତୁ୍ୟଞ୍ଜୟ କହଁରଙ୍କର ମୃତୁ୍ୟ ହୋଇଥିଲା । ଚିକିସôାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି ।
ମୃତଦେହକୁ ଧରି କ୍ଷତିପୂରଣ ଦାବିରେ ଗୋଚ୍ଛାପଡା ଥାନା ଆଗରେ ଲୋକେ ରାସ୍ତାରୋକ କରିଛନ୍ତି । ଏଥିପାଇଁ ଯାନବାହନ ଯିବା ଆସିବାରେ ବାଧା ଉପୁଜିଛି ।




admin 