ବାପାଙ୍କ ଏହି ସର୍ତ୍ତରେ ଅମିତାଭ ଜୟାଙ୍କୁ ତୁରନ୍ତ କରିଥିଲେ ବିବାହ ।

ବାପାଙ୍କ ଏହି ସର୍ତ୍ତରେ ଅମିତାଭ ଜୟାଙ୍କୁ ତୁରନ୍ତ କରିଥିଲେ ବିବାହ ।

ବାପାଙ୍କ ଏହି ସର୍ତ୍ତରେ ଅମିତାଭ ଜୟାଙ୍କୁ ତୁରନ୍ତ କରିଥିଲେ ବିବାହ ।
ଅମିତାଭ ଓ ଜୟା ୪୭ ତମ ବାର୍ଷିକୀ ପାଳନ କରିଛନ୍ତି । ଅମିତାଭ ବିବାହ ବାର୍ଷିକୀରେ ଫଟୋ ପୋଷ୍ଟ ଇନଷ୍ଟାଗ୍ରାମରେ ଲେଖିଛନ୍ତି ୧୯୭୩ ଜୁନ ୩ ରେ ମୁଁ ଜୟାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲି । ‘ଜଞ୍ଜିର’ ଫିଲ୍ମ ସଫଳ ହେଲେ ଅମିତାଭ ତାଙ୍କର ବନ୍ଧୁଙ୍କ ସହ ପ୍ରଥମଥର ଲଣ୍ଡନ ବୁଲିବାକୁ ଯିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ । ଅମିତାଭଙ୍କ ବାପା ହରିବଂଶରାୟ ବଚ୍ଚନ ଏଥିରେ ହସ୍ତକ୍ଷେପ କରି କହିଥିଲେ, କିଏ ସେ ବନ୍ଧୁ? ଅମିତାଭ ଯେବେ ବନ୍ଧୁଙ୍କ ନାଁ କହିଲେ, ତାଙ୍କ ବାପା କହିଲେ ତୁମେ ଲଣ୍ଡନ ଯିବା ପୂର୍ବରୁ ତାଙ୍କ ଆଗେ ବିବାହ କର । ନଚେତ ତମେ ଯାଇପାରିବ ନାହିଁ । ତେଣୁ ଅମିତାଭ ବାପାଙ୍କ କଥା ପାଳନ କରି ଜୟାଙ୍କୁ ବିବାହ କରିଥିଲେ ।