ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ : ଡିସିପି

ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ : ଡିସିପି

ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ : ଡିସିପି
ଭୁବନେଶ୍ୱର : ଭୁବନେଶ୍ୱରରେ କଂଗ୍ରେସ ବନ୍ଦ ପାଳନ ନେଇ ଡିସିପି ପ୍ରତିକ୍ରୀୟା ଦେଇ କହିଛନ୍ତି ଯେ, ଶାନ୍ତି ପୂର୍ଣ୍ଣଭାବେ ବନ୍ଦ ପାଳନ ହୋଇଛି । ଏବେ ସୁଦ୍ଧା ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ । ଭୁବନେଶ୍ୱରରେ ପ୍ରାୟ ୨୫ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି ବୋଲି ଡିସିପି କହିଛନ୍ତି । ସବୁ ଛକ ମାନଙ୍କରେ ପୁଲିସ ଜଗିଛନ୍ତି । ଯେଉଁମାନେ ବିନା ହେଲମେଂଟରେ ରାଲି କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।