ପ୍ରତ୍ୟକ୍ଷ ଟିକସ କୋଡ ଟାସ୍କଫୋର୍ସ କାର୍ଯ୍ୟକାଳ ବଢ଼ିଲା

ପ୍ରତ୍ୟକ୍ଷ ଟିକସ କୋଡ ଟାସ୍କଫୋର୍ସ କାର୍ଯ୍ୟକାଳ ବଢ଼ିଲା

ପ୍ରତ୍ୟକ୍ଷ ଟିକସ କୋଡ ଟାସ୍କଫୋର୍ସ କାର୍ଯ୍ୟକାଳ ବଢ଼ିଲା
ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟକ୍ଷ ଟିକସ କୋଡରେ ସଂଶୋଧନ ଆଣିବା ଲାଗି ଗଠନ ହୋଇଥିବା ଟାସ୍କ ଫୋର୍ସର କାର୍ଯକାଳ ସରକାର ପୁଣିଥରେ ବୃଦ୍ଧି କରିଛନ୍ତି । ଟାସ୍କ ଫୋର୍ସ ଏହାର ରିପୋର୍ଟ ମେ ୩୧ରେ ଦାଖଲ କରିବାକୁ ଥିବାବେଳେ କାର୍ଯ୍ୟକାଳ ଆଉ ୨ମାସ ବୃଦ୍ଧି କରାଯାଇଛି । ଫଳରେ ଟାସ୍କ ଫୋର୍ସ ଆସନ୍ତା ଜୁଲାଇ ୩୧ ସୁଦ୍ଧା ଏହାର ରିପୋର୍ଟ ଦାଖଲ କରିବ ।