ପୋଲ ତଳକୁ କାର ଖସି ଚାଳକ ମୃତ

ପୋଲ ତଳକୁ କାର ଖସି ଚାଳକ ମୃତ

ମୋହନା : ୨୦ ଫୁଟ ପୋଲ ତଳକୁ ଏକ କାର ଖସି ଯାଇ କାର ଚାଳକଙ୍କର ମୃତ୍ୟୁ ହୋଇଛି। କାରଟି ମୋହନା ଅନ୍ତର୍ଗତ ଅଡବା ଡମଦୁଆ ଗ୍ରାମର ନାଡିଙ୍ଗି ପୋଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା। ଘଟଣାସ୍ଥଳରେ ହିଁ ଚାଳକଙ୍କ ମୃତ୍ୟୁ ଥିବା ଜଣାପଡିଛି । ପୋଲିସ ବା ସହିତ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। କାରଟିକୁ ମଧ୍ୟ ଉଦ୍ଧାର କରିଛି।