ପୋଡିଗଲେ ପରିବାର

ପୋଡିଗଲେ ପରିବାର

ପୋଡିଗଲେ ପରିବାର
ଭଦ୍ରକ:ତିହିଡି ତଳିଦପା ଗାଁରେ ଅଘଟଣ ଘଟିଛି । ଗାଁରେ ହଠାତ୍ ନିଆଁ ଲାଗିବାରୁ ୩ ବଖରା ଘର ଜଳି ପାଉଁଶ ହୋଇଗଲା । ଗୋଟିଏ ପରିବାର ବାପା ,ମାଆ ଓ ୮ ବର୍ଷର ପୁଅ ଗୁରୁତର ହୋଇଥିବା ସୂଚନା ମିଳିଛି । ବାପା ଗୁରୁତର ଅବସ୍ଥାରେ ଭଦ୍ରକ, ମାଆ ଓ ପୁଅକୁ କଟକ ବଡ ମେଡିକାଲକୁ ସ୍ତାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ନିଆଁ କାହିଁକି ଲାଗିଲା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।