ପୁଣି ବାଘ ଚମଡା ଜବତ; ଜଣେ ଗିରଫ

ପୁଣି ବାଘ ଚମଡା ଜବତ; ଜଣେ ଗିରଫ

ପୁଣି ବାଘ ଚମଡା ଜବତ; ଜଣେ ଗିରଫ
ଭୁବନେଶ୍ୱର:କ୍ରାଇମବ୍ରାଂଚ ଏସଟିଏଫ କବଜାରେ ବାଘ ଚମଡା ସ୍ମଗଲର । ବିକ୍ରି ପାଇଁ ଡିଲ୍ ବେଳେ ମାଡି ବସିଲା ଏସଟିଏଫ ଟିମ । ସୋନପୁରରୁ ବାଘ ଚମଡା ଜବତ ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ସ୍ମଗଲର ଠାରୁ କଲରାପତରିଆ ବାଘ ଚମଡା ଜବତ ହୋଇଛି । ଏଇ କିଛି ଦିନ ତଳେ କଲରାପତିଆ ବାଘ ଚମଡା ଓ ହାତୀ ଦାନ୍ତ ଜବତ ହୋଇଥିଲା । ପୁଣି ଆଜି ଏକ ସେହିପରି କଲପତରିଆ ବାଘ ଚମଡା ଜବତ ହୋଇଛି । ଏଥରୁ ଜଣା ପଡୁଛି ଯେ ରାଜ୍ୟରେ ବାଘ ଚମଡା ସ୍ମଗଲରଙ୍କ ସଂଖ୍ୟା ବଢୁଛି । ଟଙ୍କା ଲୋଭରେ ଶିକାରୀ ମାନେ ବାଘ ଶିକାର କରୁଥିବା ବହୁଥର ଖବର ସାମାନାକୁ ଆସିଛି ।