ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍

ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍

ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍
ପଦ୍ମପୁର:ରାଜ୍ୟରେ ଭିଜିଲାନ୍ସର ଆକ୍ଟିଭ୍ ନେସ୍ ଏବେ ସରକାରୀ ବାବୁଙ୍କ ନିଦ ହଜାଇ ଦେଇଛି । କେତେବେଳେ କିଏ ଭିଜିଲାନ୍ସ ସ୍କାନରକୁ ଆସୁଛନ୍ତି ତାହା ସମସ୍ତଙ୍କ କଳ୍ପନା ବାହାରେ । ଆଜି ପୁଣି ଭିଜିଲାନ୍ସ ପଞ୍ଝାରେ ଆଉ ଏକ ସରକାରୀ କର୍ମଚାରୀ । ଗାଇସିଲେଟ ବ୍ଲକ ତାଲପାଲି ପଂଚାୟତ ପିଇଓ ଭିଜିଲାନ୍ସ ଜାଲରେ ଫସିଛନ୍ତି । ପିଇଓ ପାଣ୍ଡବ ନନ୍ଦଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । କଲଙ୍ଗା ସ୍ଥିତ ବାସଭବନ ସମେତ ଅଫିସରେ ଏକକାଳୀନ ଚଢାଉ କରାଯାଇଛି ।