ପରୀ ହତ୍ୟାର ଗୁମର ଖୋଲିଲା ଅଭିଯୁକ୍ତ

ପରୀ ହତ୍ୟାର ଗୁମର ଖୋଲିଲା ଅଭିଯୁକ୍ତ

ପରୀ ହତ୍ୟାର ଗୁମର ଖୋଲିଲା ଅଭିଯୁକ୍ତ
ଭୁବନେଶ୍ୱର: ପରୀ ହତ୍ୟା ମାମଲାର ଆଜି ଗୁମର ପେଡି ଖୋଲିଛି । ଏହି ଗୁମର ପେଡି ଖୋଲି ନିଜେ ଅଭିଯୁକ୍ତ ସରୋଜ ସେଠୀ । କାହିଁକି ପରୀକୁ ହତ୍ୟା କରିଥିଲା ଅଭିଯୁକ୍ତ ସମସ୍ତ ବନାୟ ଦେଇଛନ୍ତି ଅଭିଯୁକ୍ତ । ପରୀ ହତ୍ୟାର ବଡ ଖୁଲାସା କରିଛି ଅଭିଯୁକ୍ତ । ପରୀକୁ ତଂଟି ଚିପି ମାରିଥିବା ଅଭିଯୁକ୍ତ ସ୍ୱୀକାର କରିଛି । ଦୁଷ୍କର୍ମ ଉଦ୍ୟମ କରିଥିବା ବେଳେ ନ ମାନିବାରୁ ତଂଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ । ତଂଟି ଚିପି ହତ୍ୟା କରିଛି ହେଲେ ଦୁଷ୍କର୍ମ କରି ନାହିଁ ବୋଲି ଅଭିଯୁକ୍ତ କହିଛି । ହତ୍ୟା ପରେ ପୋଖରୀ ନିକଟରେ ମୃତଦେହ ପକାଇଦେଇ ଥିଲା । ହତ୍ୟା କରିବାର ଅନୁତାପ କରିଛି ବୋଲି ଅଭିଯୁକ୍ତ କହିଛି ।