ପତକା ଉତ୍ତେଳନ ପାଇଁ ଖୁଣ୍ଟ ପୋତିବା ବେଳେ ଅଘଟଣ, ହୋମଗାର୍ଡ ମୃତ, କନଷ୍ଟେବଳ ଗୁରୁତର

ପତକା ଉତ୍ତେଳନ ପାଇଁ ଖୁଣ୍ଟ ପୋତିବା ବେଳେ ଅଘଟଣ, ହୋମଗାର୍ଡ ମୃତ, କନଷ୍ଟେବଳ ଗୁରୁତର

ପତକା ଉତ୍ତେଳନ ପାଇଁ ଖୁଣ୍ଟ ପୋତିବା ବେଳେ  ଅଘଟଣ, ହୋମଗାର୍ଡ ମୃତ, କନଷ୍ଟେବଳ ଗୁରୁତର

ଭୁବନେଶ୍ୱର: ଆଜି ସାରା ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି ।  ବିଭିନ୍ନ ସ୍ଥାନରେ ଜାତୀୟ ପତକା ଉତ୍ତୋଳନ କରାଯାଇଛି । ତେବେ ଏହି ପତକା ଉତ୍ତୋଳନ ବେଳେ  ଖୋର୍ଦ୍ଧା ଜଙ୍କିଆ ଥାନା ସିକୋ ଫାଣ୍ଡି ପରିସରରେ ଏକ ବଡ଼ ଅଘଟଣ ଘଟିଛି । ପତକା ଉତ୍ତେଳନ ପାଇଁ ଖୁଣ୍ଟ ପୋତିବା ବେଳେ ଏକ ବଡ଼ ଅଘଟଣ ଘଟିଛି ।  ବିଦୁ୍ୟତ ସଂସ୍ପର୍ଶରେ ଆସି ଜଣେ ହୋମଗାର୍ଡଙ୍କ ମୃତୁ୍ୟ ହୋଇଥିବାବେଳେ କନଷ୍ଟେବଳ ଗୁରୁତର ଆହତ ହୋଇଛନ୍ତି ।  ଲୁହା ଖୁଣ୍ଟ ପୋତିବା ବେଳେ ଉଭୟ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତୁ୍ୟ ହୋଇଥିବା କନଷ୍ଟେବଳଙ୍କୁ ଏମସ ସ୍ଥାନାନ୍ତର କରାଯାଇଛି ।