ନାମାଙ୍କନ ଭରିଲେ ଦିଲ୍ଲୀପ

ନାମାଙ୍କନ ଭରିଲେ ଦିଲ୍ଲୀପ

ନାମାଙ୍କନ ଭରିଲେ ଦିଲ୍ଲୀପ
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ ହେଉଛି ଆଜି । ପ୍ରାର୍ଥୀପତ୍ର ପ୍ରଥମେ ଭରିଲେ କଂଗ୍ରେସର ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ଆଜି ବିଜେଡି ଓ ବିଜେପି ପ୍ରାର୍ଥି କରିବେ ପ୍ରାର୍ଥୀପତ୍ର ଦାଖଲ ।