ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ
ଭୁବନେଶ୍ୱର : ଆଜିଠାରୁ ନବୀନ ପଟ୍ଟନାୟକ ପଞ୍ଚମପାଳିର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀ ମଣ୍ଡଳରେ ୨୦ ଜଣଙ୍କୁ ବ୍ୟକ୍ତିଙ୍କୁ ରଖିବଛନ୍ତି । ସେଥିମଧ୍ୟରୁ ୧୧ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ଓ ୯ ଜଣଙ୍କ ରାଷ୍ଟ୍ରମନ୍ତ୍ରୀ ଭାବେ ରଖିଛନ୍ତି । ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଅରୁଣ ସାହୁ ପ୍ରତାପ ଜେନା, ନବ ଦାସ , ସୁଶାନ୍ତ ସିଂହ, ଟୁକୁନି ସାହୁ, ପଦ୍ମନାଭ ବେହେରା ,ବିକ୍ରମ ଆରୁଖ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଦାମ ମାରଣ୍ଡି , ନିରଞ୍ଜନ ପୂଜାରୀ ,ପ୍ରଫୁଲ୍ଲ ମଲ୍ଲିକ ରହିଛନ୍ତି । ୯ ଜଣ ରାଷ୍ଟ୍ରମନ୍ତ୍ରୀ ପ୍ରେମାନନ୍ଦ ନାଏକ , ଅଶୋକ ପଣ୍ଡା, ଦିବ୍ୟଶଙ୍କର ମିଶ୍ର , ସମୀର ଦାଶ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ରଘୁନନ୍ଦନ ଦାସ,ପଦ୍ମିନୀ ଦିଆନ , ତୁଷାରକାନ୍ତି ବେହେରା , ଓ ଜଗନ୍ନାଥ ସାରକା ରହିଛନ୍ତି । ସୂର୍ଯ୍ୟ ନାରାୟଣ ପାତ୍ର ଏଥର ବାଚସ୍ପତି ହେବେ । ଶାସକ ଦଳର ମୁଖ୍ୟ ସଚେତକ ହେବେ ପ୍ରମିଳା ମଲ୍ଲିକ ।