ଦନ୍ତା ହାତୀ ମୃତଦେହ ଉଦ୍ଧାର

ଦନ୍ତା ହାତୀ ମୃତଦେହ ଉଦ୍ଧାର

ଦନ୍ତା ହାତୀ ମୃତଦେହ ଉଦ୍ଧାର
ନିରାକାରପୁର: ଖୋର୍ଦ୍ଧା ଜିଲା ମଲାଗୁଣି ବ୍ରିଜ ନିକଟ ନଦୀ ପଠାରୁ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ନଦୀପଠାରେ ହାତୀଟିର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପ୍ରଶାସନ ଏବଂ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ହାତୀ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଖବର ପ୍ରଚାରତି ହେବା ପରେ ହାତୀଟିକୁ ଦେଖିବା ଲାଗି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଛନ୍ତି।