ଜଳିଲା ଆମ୍ବୁଲାନ୍ସ

ଜଳିଲା ଆମ୍ବୁଲାନ୍ସ

ଜଳିଲା ଆମ୍ବୁଲାନ୍ସ

କେନ୍ଦ୍ରାପଡା: ରୋଗୀ ଛାଡି ଫେରୁଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ। କେନ୍ଦ୍ରପଡା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ମହିପାଳ ଛକରେ ଘଟିଛି ଏଭଳି ଅଘଟଣ ଘଟିଛି। ବ୍ୟାଟେରୀ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି । ତେବେ ଆମ୍ବୁଲାନ୍ସ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆମ୍ବୁଲାନ୍ସ ଡ୍ରାଇଭର ସୁରକ୍ଷିତ ଥିବା ସୂଚନା ମିଳିଛି।