ଘରେ ପଶି ଦମ୍ପତିଙ୍କୁ ହାଣିଲା ଯୁବକ

ଘରେ ପଶି ଦମ୍ପତିଙ୍କୁ ହାଣିଲା ଯୁବକ

ଘରେ ପଶି ଦମ୍ପତିଙ୍କୁ ହାଣିଲା ଯୁବକ
ନୟାଗଡ: ନୟାଗଡ ଓଡଗାଁ ଥାନା ଭାଟସାହି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ପଶି ସ୍ବାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କଲେ ଯୁବକ। ମିଳିଥିବା ସୂଚନା ଅନୁସାରେ ନୟାଗଡ ଓଡଗାଁ ଥାନା ଭାଟସାହି ଗାଁରେ ଜଣେ ଯୁବକ ଘରେ ପଶି ସ୍ବାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ ଯୁବକ କରିଥିବା ଅଭିଯୋଗ। ସ୍ତ୍ରୀ ମାନି ସିଂ ମୃତ, ସ୍ବାମୀ ନିରଞ୍ଜନ ସିଂ ଗୁରୁତର ଅବସ୍ଥାରେ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁ ଭୋଜିରେ ବଚସାକୁ କେନ୍ଦ୍ର କରି ଆକ୍ରମଣ କରିଥିବା ଅଭିଯୋଗ। ଆକ୍ରମଣ କରିଥିବା ଯୁବକ ମନୋଜ ନାୟକ ଫେରାର।