ଗ୍ୟାଙ୍ଗଷ୍ଟାର ହାଇଦରକୁ କରୋନା ପଜିଟିଭ

ଗ୍ୟାଙ୍ଗଷ୍ଟାର ହାଇଦରକୁ କରୋନା ପଜିଟିଭ

ଗ୍ୟାଙ୍ଗଷ୍ଟାର ହାଇଦରକୁ କରୋନା ପଜିଟିଭ
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ସେକ୍ ହାଇଦରକୁ କରୋନା ପଜିଟିଭ୍ ଚିହ୍ନଟ । ଆରଟି-ପିସିଆର ଟେଷ୍ଟରେ ହାଇଦର କରୋନା ପଜିଟିଭ ଚିହ୍ନଟ ହୋଇଛି । ହାଇଦର ପଜିଟିଭ ଚିହ୍ନଟ ନେଇ କଟକ ଡିସିପି ସୂଚନା ଦେଇଛନ୍ତି । ପଜିଟିଭ ଚିହ୍ନଟ ପରେ ହାଇଦରର ରିମାଣ୍ଡ ସ୍ଥଗିତ ରହିଛି । ଆଜିଠୁ ୭ ଦିନିଆ ରିମାଣ୍ଡରେ ହାଇଦର ଯିବାର ଥିଲା । ଚୌଦ୍ୱାର ଜେଲର ଆଇସୋଲେସନ ୱାଡୟରେ ହାଇଦର ରହିଛି । ହାଇଦରକୁ ଧରଇଥିବା ଆଇଆଇସି ରଶ୍ମୀ ମହାପାତ୍ର ମଧ୍ୟ ଆଇସୋଲେସନରେ ରହିଛନ୍ତି । ରଶ୍ମୀଙ୍କ ସମେତ ଆଉ କିଛି ପୋଲିସ କର୍ମଚାରୀ ଆଇସୋଲେସନରେ ରହିଛନ୍ତି ।