ଗୋବିନ୍ଦ ସାହୁ ଆତ୍ମହତ୍ୟା : କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ
ଗୋବିନ୍ଦ ସାହୁ ଆତ୍ମହତ୍ୟା : କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ
କଟକ: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି। ପୁଲିସ ଡିଜି ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ କଣ୍ଟାବାଞ୍ଜି ଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ୩ ଜଣ ଅଫିସର୍ ଯାଇଛନ୍ତି।
ଏଥିରେ ଇନ୍ସପେକ୍ଟର୍ ଲକ୍ଷ୍ମୀଧର ହାଁସଦା, ଏସ୍ଆଇ ଆଶିଷଦେବ ସାହୁ, କିଶୋର କୁମାର ନାୟକ ପ୍ରମୁଖ ଅଛନ୍ତି। ଏହାବାଦ୍ ଆହୁରି ଏକ ୧୦ଜଣିଆ ଟିମ୍ ଏଥିରେ ସାମିଲ ହୋଇଛି। ଏଥିରେ ଫରେନସିକ୍ ସାଇନ୍ସ ଲାବୋରେଟୋରି, ସାଇବର୍ ବିଶେଷଜ୍ଞ, ରାଜ୍ୟ ପୁଲିସ ଫଟୋ ବ୍ୟୁରୋର ଅଧିକାରୀ ସାମିଲ ହୋଇଛନ୍ତି।




admin 