ଗୃହମନ୍ତ୍ରୀଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ

ଗୃହମନ୍ତ୍ରୀଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ

ଗୃହମନ୍ତ୍ରୀଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ
ଭୁବନେଶ୍ୱର: ଗୃହମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ କଂଗେସ ଆଣିଲା । ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନାର ଦିନକ ପୂର୍ବରୁ ଶ୍ୱେତପତ୍ର ପ୍ରକାଶକୁ ବିରୋଧ କରାଯାଇଛି । ବିରୋଧ କରି ସ୍ୱାଧିକାର ଭଙ୍ଗ ନୋଟିସ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଆଣିଛନ୍ତି । ବାଚସ୍ପତି ଏହାକୁ ସ୍ୱାଧୀକାର ଭଙ୍ଗ କିମିଟିକୁ ପଠାଇବାକୁ ଦାବି କରିଛନ୍ତି । ଶ୍ରୀ ସାଲୁଜା କହିଛନ୍ତି ଯେ, ଖର୍ଚ୍ଚଦାବି ଆଲୋଚନା ୨୨ରେ ଥିଲା, ବୈଠକ ଡକାଇ ୨୬କୁ ଘୁଂଚାଗଲା । ଗୃହରେ ଖର୍ଚ୍ଚ ଦାବି ଆଲୋଚନା ନକରିବାକୁ ଚକ୍ରାନ୍ତ କରାଯାଇଥିଲା ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି ।