ଗୁରୁକୁଳ ଯୋଗାଶ୍ରମ ମହାବିଦ୍ଯାଳୟର ୧୭ତମ ବାର୍ଷିକ ଉତ୍ସବ

ଗୁରୁକୁଳ ଯୋଗାଶ୍ରମ ମହାବିଦ୍ଯାଳୟର ୧୭ତମ ବାର୍ଷିକ ଉତ୍ସବ

ଗୁରୁକୁଳ ଯୋଗାଶ୍ରମ ମହାବିଦ୍ଯାଳୟର ୧୭ତମ ବାର୍ଷିକ ଉତ୍ସବ
ପାଇକମାଲ ଠାରେ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଏକ ସାମୂହିକ ଯଜ୍ଞ କରା ଯାଇଥିଲା ା କନ୍ଯା ଗୁରୁକୁଳ ର ବ୍ରହ୍ମଚାରିଣୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ା ସାମୂହିକ ଯଜ୍ଞ ପରେ ବ୍ରହ୍ମଚାରୀ ମାନେ ତାଙ୍କର ମାତା ପିତା ମାନଙ୍କର ଚରଣ ବନ୍ଦନା ପୂର୍ବକ ପୂଜା କରିଥିଲେ ଏବଂ ବ୍ଯାୟାମ କୌଶଳ ପ୍ରଦର୍ଶନ କରିଥିଲେ ା ଏହି ଅବସରରେ ଅାଚାର୍ଯ୍ଯ ନରଦେବ ୟଜୁର୍ବେଦିଙ୍କ ସଭାପତିତ୍ବରେ ଏକ ଧାର୍ମିକ ସଭା ଅନୁଷ୍ଠିତ ହୋଇଥିଲା ା ସଭାରେ ସ୍ବାମୀ ସୁରେଶ୍ବରା ନନ୍ଦ ଅାଧୁନିକ ଶିକ୍ଷା ପଦ୍ଧତି ଓ ଗୁରୁକୁଳ ଶିକ୍ଷା ର ତଫାତ୍ ବିଷୟରେ ଅାଲୋକପାତ କରିଥିଲେ ା ସଭାରେ ବହୁ ଦୂରାନ୍ତର ରୁ ବୈଦିକ ଧର୍ମାନୁରାଗି ଅାସି ଯୋଗଦାନ କରିଥିଲେ ା ଏହି ଉତ୍ସବ ରେ ସମସ୍ତଙ୍କ ପାଇଁ ଜଳଖିଅା,ମଧ୍ଯାନ୍ନ ଭୋଜନ,ରାତ୍ର ଭୋଜନର ବ୍ଯବସ୍ଥା କରା ଯାଇଥିଲା ା