ଗୁଡ଼ି ଉଡ଼ାଣରେ ଚାଇନିଜ ମାଞ୍ଜାକୁ ବ୍ୟାନ

ଗୁଡ଼ି ଉଡ଼ାଣରେ ଚାଇନିଜ ମାଞ୍ଜାକୁ ବ୍ୟାନ

ଗୁଡ଼ି ଉଡ଼ାଣରେ ଚାଇନିଜ ମାଞ୍ଜାକୁ ବ୍ୟାନ
କଟକ: ଆସନ୍ତାକାଲି ମକର ସଂକ୍ରାନ୍ତି । ତେବେ ଏହି ଦିନ ହେଉଥିବା ଗୁଡ଼ି ଉଡ଼ାଣରେ ଚାଇନିଜ ମାଞ୍ଜାକୁ ବ୍ୟାନ କରାଯାଇଛି । କାଚ ଲଗାଇ ପ୍ରସ୍ତୁତ ଅନ୍ୟ ସମସ୍ତ ପ୍ରକାର ସୂତାକୁ ମଧ୍ୟ ବ୍ୟାନ କରାଯାଇଛି । ଗୁଡ଼ି ସୂତାରେ ଜୀବନହାନି ଆଶଙ୍କାରେ ମାଞ୍ଜା ଓ କାଚ ଲଗା ସୂତାକୁ ବ୍ୟାନ କରାଯାଇଛି । ମାଞ୍ଜା ଓ କାଚ ଲଗା ସୂତା ବ୍ୟାନ ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ବ୍ୟାନ ଆଇଟମ ବିକ୍ରି ରୋକିବା ପାଇଁ ମଧ୍ୟ ସିଏମସି ପକ୍ଷରୁ ୩ଟି ଗଠନ କରାଯାଇଛି ।