କିମ ଜଙ୍ଗ ଉନଙ୍କ ନୂଆ ନିୟମ ପିଲାଙ୍କ ନାମ ରହିବ ବନ୍ଧୁକ ଓ ବୋମା

କିମ ଜଙ୍ଗ ଉନଙ୍କ ନୂଆ ନିୟମ ପିଲାଙ୍କ ନାମ ରହିବ ବନ୍ଧୁକ ଓ ବୋମା

କିମ ଜଙ୍ଗ ଉନଙ୍କ  ନୂଆ  ନିୟମ  ପିଲାଙ୍କ  ନାମ ରହିବ ବନ୍ଧୁକ ଓ ବୋମା

ପୋଙ୍ଗୟାଙ୍ଗ : ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନ ପୁଣ ଏକ ଅଜବ ଫରମାନ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ ଲୋକମାନେ ସେମାନଙ୍କ ପିଲାଙ୍କ  ନାମ ସୁନ୍ଦର ବା କୋମଳ  ନ ରଖି ବନ୍ଧୁକ  କିମ୍ବା ସଟ୍ଟୋଟ ଅଥବା ବୋମା ରକନ୍ତୁ  । ସ୍ନେହରେ  ପିଲାମାନଙ୍କ ଭଲ ନାମ ନ ରଖିବା ପାଇଁ  ସେ ତାଗିଦ କରିଛନ୍ତି ।  ସରକାର ପକ୍ଷରୁ ଜାରି ହୋଇତôବା ନିୟମ କୁହାଯାଇଛି  ଯେ ଲୋକମାନେ  ସେମାନଙ୍କ ଲପିଲାଙ୍କ ନାମ ସୋ  ରା (ଶଙ୍ଖ)  କିମ୍ବା ସୁଏମଆଇ ( ସୁପରି ବିଉଟି ) ପରିବର୍ତ୍ତେ  ଚୋଙ୍ଗ ଭଲ (ବନ୍ଧୁକ ) କିମ୍ବା  ପୋକ କଲ (ବୋମା) ରଖିବା ଆବଶ୍ୟକ । ଏ ନେଇ ମାର୍ଗଦର୍ଶିକ ଜାରି କରାଯଇଛି ।

  କିମଙ୍କ ଅନୁସାରେ ଏପରି ନୂଆ ନାଁ ରଖିବା ଦ୍ୱାରା  ଲୋକମାନଙ୍କ ଦେଶପ୍ରେମ ବଢିବ ଏବଂ ସେମାନେ ଦେଶର ମଙ୍ଗଳ ପାଇଁ କାମ କରିବେ  । କିମ ।ହୁରି କହିଛନ୍ତି  ଯେ କୋମଳ ସ୍ୱଭାବରେ ନାମ ସାଧାରମତଃ ଦକ୍ଷିଣ କୋରିଆ ଲୋକ ରଖିଥନ୍ତି, ଯାହା କି ପାଶ୍ଚାତ୍ୟ ସଂସ୍କୃତିର ପ୍ରତୀକ  । ଏଣିକି ଲୋକମାନେ ଯଦି ନୂଆ ନିୟମ ମାନ ସେମାନଙ୍କ ନବଜାତଙ୍କ ନାମକରଣ ନ କରନ୍ତି, ମୋଟା ଜରିମାନା ଗଣିବାକୁ ହେବ ବୋଲି କୁହାଯାଇଛି ।