କରୋନାରେ ମରିଗଲା ବର,୮ଦିନରେ କନ୍ୟାସାଜିଲା ବିଧବା

କରୋନାରେ ମରିଗଲା ବର,୮ଦିନରେ କନ୍ୟାସାଜିଲା ବିଧବା

କରୋନାରେ ମରିଗଲା ବର,୮ଦିନରେ କନ୍ୟାସାଜିଲା ବିଧବା
ଫିରୋଜାବାଦ : ଝାଡଖଣ୍ଡର ମୁଫାସିଲ ଥାନା କାଠିକୁଣ୍ଡ ଅଞ୍ଚଳରେ ଜଣେ ନବବିବାହିତା ସମେତ ପାରିବାରର ୯ ଜଣ କରୋନା ସଂକ୍ରମିତ ହୋଈଥିବା ବେଳେ ବରର ମୃତ୍ୟୁ ହୋଇଛି । ୧୦ ଦିନ ତଳେ ଫିରୋଜାବାଦର ନାଗଲା ସାୱନ୍ତି ଗ୍ରାମରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା ।ବିବାହ ଆଠଦିନ ପରେ ବର ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ହସ୍ପିଟାଲରେ ପରୀକ୍ଷା ପରେ ସେ କରୋନା ପଜିଟିଭ ଜଣା ପଡିଥିଲେ । ଏବଂ ପରଦିନ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହାପରେ କନ୍ୟା ସମେତ ପରିବାରର ୯ଜଣ କରୋନା ପଜେଟିଭ ବୋଲି ଜଣାଯାଇଛି ।