କରୋନା ଟୀକା ପରୀକ୍ଷଣ ପାଇଁ ଅନୁମତି

କରୋନା ଟୀକା ପରୀକ୍ଷଣ ପାଇଁ ଅନୁମତି

କରୋନା ଟୀକା ପରୀକ୍ଷଣ ପାଇଁ ଅନୁମତି
ଭୁବନେଶ୍ୱର :କରୋନା ସଙ୍କଟ ମଧ୍ୟରେ କୋଭିଡ ଭ୍ୟାକ୍ସିନ ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟ ପରୀକ୍ଷଣକୁ ମିଳିଛି ଅନୁମତି । ୨ୟ ଓ ୩ୟ ପର୍ୟ୍ୟାୟ ମାନବ ପରୀକ୍ଷଣକୁ ଡିସିଜିଆଇର ଅନୁମତି ମିଳିଛି । ଅକ୍ସଫୋର୍ଡ ଟିକାର ପରୀକ୍ଷଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି ମିଳିଥିବା ଜଣାପଡିଛି । ଭ୍ୟାକ୍ସିନ୍ କୋଭିସିଲ୍ଡ କୁ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଡିଜିସିଆଇ ପକ୍ଷରୁ ଏହି ଔଷଧ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଡିଜିସିଆଇ ହେଉଛି- ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ।