ଓଲଟିଲା ଟାଟା ମ୍ୟାଜିକ୍‌, ୧୧ ଆହତ

ଓଲଟିଲା ଟାଟା ମ୍ୟାଜିକ୍‌, ୧୧ ଆହତ

ଓଲଟିଲା ଟାଟା ମ୍ୟାଜିକ୍‌, ୧୧ ଆହତ

ଆନନ୍ଦପୁର : ଓଲଟିଲା ଟାଟା ମ୍ୟାଜିକ୍‌ । ଦୁର୍ଘଟଣାରେ ୧୧ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ. କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ମା ତାରିଣୀଙ୍କୁ ଦର୍ଶନ ନିମନ୍ତେ ଯାଉଥିଲେ ଶ୍ରଦ୍ଧାଳୁ । ହେଲେ ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ଧକୋଠା ନିକଟରେ ଟାଟା ମ୍ୟାଜିକ୍‌ଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଯାହାଫଳରେ ଗାଡିରେ ଥିବା ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।