ଓଡିଶା: ଲୋକସଭାରେ କିଏ ଆଗୁଆ !

ଓଡିଶା: ଲୋକସଭାରେ କିଏ ଆଗୁଆ !

ଓଡିଶା: ଲୋକସଭାରେ କିଏ ଆଗୁଆ !
ଭୁବନେଶ୍ୱର : ନିର୍ବାଚନ କମିଶନଙ୍କ ତଥ୍ୟ ଆଧାରରେ ଓଡ଼ିଶା ଲୋକସଭା ନିର୍ବାଚନରେ କେଉଁ ଦଳର କେଉଁ ନେତା ଆଗୁଆ ରହିଛନ୍ତି ସେସମ୍ପର୍କରେ ଜାଣନ୍ତୁ । ଭୁବନେଶ୍ଵର- ଅପରାଜିତା ଷଡ଼ଙ୍ଗୀ (ବିଜେପି) କନ୍ଧମାଳ- ଅଚ୍ୟୁଚ ସାମନ୍ତ (ବିଜେଡି) କେନ୍ଦୁଝର- ଚନ୍ଦ୍ରାଣୀ ମୁର୍ମୁ (ବିଜେଡି) ନବରଙ୍ଗପୁର- ରମେଶ ଚନ୍ଦ୍ର ମାଝି (ବିଜେଡି) ବଲାଙ୍ଗୀରର- କଳିକେଶ ନାରାୟଣ ସିଂହଦେଓ (ବିଜେଡି) ଡେଙ୍କାନାଳ- ରୁଦ୍ର ପାଣି (ବିଜେପି) କୋରାପୁଟ- କୌଶଲ୍ୟା ହିକ୍କା (ବିଜେଡି) ମୟୂରଭଞ୍ଜ- ବିଶ୍ଵେଶ୍ଵର ଟୁଡୁ (ବିଜେପି) ସମ୍ବଲପୁର- ନଳିନୀକାନ୍ତ ପ୍ରଧାନ (ବିଜେଡି) ଭଦ୍ରକ- ଅଭିମନ୍ୟୁ ସେଠୀ (ବିଜେପି) ବରଗଡ଼- ସୁରେଶ ପୂଜାରୀ (ବିଜେପି) ସୁନ୍ଦରଗଡ଼- ଜୁଏଲ ଓରାମ (ବିଜେପି) ଆସିକା- ପ୍ରମିଳା ବିଷୋୟୀ (ବିଜେଡି) କେନ୍ଦ୍ରାପଡ଼ା- ଅନୁଭବ ମହାନ୍ତି (ବିଜେଡି) କଟକ- ଭର୍ତ୍ତୃହରି ମହତାବ (ବିଜେଡି) ଯାଜପୁର-ଶର୍ମିଷ୍ଠା ସେଠୀ (ବିଜେଡି) ଜଗତ୍ସିଂହପୁର- ରାଜଶ୍ରୀ ମଲ୍ଲିକ(ବିଜେଡି) ବ୍ରହ୍ମପୁର- ଚନ୍ଦ୍ରଶେଖର ସାହୁ (ବିଜେଡି) ବାଲେଶ୍ଵର- ପ୍ରତାପ ଷଡ଼ଙ୍ଗୀ(ବିଜେପି) ପୁରୀ-ସମ୍ବିତ ପାତ୍ର(ବିଜେପି)