ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ ନାହିଁ

ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ ନାହିଁ

ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ ନାହିଁ
ଭୁବନେଶ୍ୱର: ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ବ୍ରିଟେନରୁ ଯେତିକି ଲୋକ ଆସିଥିଲେ, ପ୍ରାୟ ସମସ୍ତଙ୍କୁ ଚିହ୍ନଟ ସରିଛି । ଯେଉଁମାନଙ୍କ ପଜିଟିଭ ଥିଲା, ଷ୍ଟ୍ରେନ ଚିହ୍ନଟ ପାଇଁ ପଠାଯାଇଥିଲା । ଏଯାଏ ଯେତିକି ଟେଷ୍ଟ ହୋଇଛି ସେଥିରେ ବ୍ରିଟେନ ଷ୍ଟ୍ରେନ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।