ଓଡ଼ିଶା ସିଭିଲ ସଭିର୍ସ ପ୍ରିଲିମ ପରୀକ୍ଷା ପାଇଁ ବିଜ୍ଞପ୍ତି
ଓଡ଼ିଶା ସିଭିଲ ସଭିର୍ସ ପ୍ରିଲିମ ପରୀକ୍ଷା ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର: ଓଡ଼ିଶା ସିଭିଲ ସଭିର୍ସ ପ୍ରିଲିମ ପରୀକ୍ଷା-୨୦୨୨ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶା ଲୋକସେବା ଆୟୋଗ ବା OPSC ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୧୭ରୁ ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ କରିପାରିବେ ଆବେଦନ ।
ଜାନୁଆରୀ ୧୭ରୁ ଆବେଦନ ଆରମ୍ଭ ହେଉଥିବାବେଳେ ଫେବ୍ରୁଆରୀ ୧୬ ଆବେଦନର ଶେଷ ତାରିଖ ରହିଛି । ଆଶାୟୀ ଛାତ୍ରଛାତ୍ରୀ
http:/opsc.gov.iରେ କରିପାରିବେ ଆବେଦନ ।




admin 