ଏହିସବୁ ରୋଗରୁ ମୁକ୍ତି ଦେବ ଆଳୁ
ଏହିସବୁ ରୋଗରୁ ମୁକ୍ତି ଦେବ ଆଳୁ
ଦେଶୀ ତରକାରିରେ ଆଳୁ ପରିବା ନ ମିଶିଲେ ତା ମଜା ଆସିନଥାଏ । ଅଧିକାଂଶଙ୍କ ଧାରଣା ଯେ ଆଳୁ ଖାଇବା ଠାରୁ ଯେତେ ଦୂରେଇ ରହିବା ସେତେ ଭଲ । କାରଣ ଆଳୁ ଖାଇଲେ ଓଜନ ବଢିବା ସହ ମଧୁମେହ ଆଶଙ୍କକୁ ମଧ୍ୟ ଏଡାଇ ବା ହେବନି । ବିଶେଷଜ୍ଞ ଦଳ କିନ୍ତୁ ଆଳୁ ଖାଇବାକୁ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ପରିମାଣରେ ପ୍ରତିଦିନଏହି ଏହି ପରିବା ଖାଇଲେ ବିଭିନ୍ନ ରୋଗରୁ ରକ୍ଷା ପାଇବେ ।
- ଆଳୁ ଭଜା ଖାଇଲେ ଆମ ଶରୀରରେ ରକ୍ତସଞ୍ଚଳନ ଭଲଭାବରେ ହୁଏ ।
-ଏହି ପରିବାରେ ଭିଟାମିନ ବି, ସି ଥିବାରୁ ହୃଦରୋଗୀଙ୍କ ସ୍ୱସ୍ଥ୍ୟ ଉପରେ ମଧ୍ୟ ଉତ୍ତମ ପରବାବ ପକାଏ ।
-ଏଥିରେ ପୋଟାସିୟମ ପର୍ଯ୍ୟନ୍ତ ପରିମାଣରେ ôତବାରୁ ରକ୍ତଚାପରେ ମଧ୍ୟ ନିୟନ୍ତ୍ରଣରେ ରଖେ ।
-ସିଝା ଆଳୁ ଖାଇବେ ଉକ୍ତରକ୍ତଚାପ କମ ହେଉଥିବା ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ।
- କ୍ୟାଲସିୟମ ଯୁକ୍ତ ଆଳୁ ଆମ ଶରୀରର ହାଡକୁ ମଧ୍ୟଶକ୍ତି ଯୋଇଥାଏ ।




admin 