ଇଚ୍ଛାମୃତୁ୍ୟ ପାଇଁ ଆନ୍ଧ୍ର ରାଜ୍ୟପାଳଙ୍କୁ ଚିଠି

ଇଚ୍ଛାମୃତୁ୍ୟ ପାଇଁ ଆନ୍ଧ୍ର ରାଜ୍ୟପାଳଙ୍କୁ ଚିଠି

ଇଚ୍ଛାମୃତୁ୍ୟ ପାଇଁ ଆନ୍ଧ୍ର ରାଜ୍ୟପାଳଙ୍କୁ ଚିଠି
ହାଇଦ୍ରାବାଦ:ଇଚ୍ଛାମୃତୁ୍ୟ ପାଇଁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଜଣେ ମହିଳା ପତ୍ର ଲେଖିଛନ୍ତି । ନିଜ ରୋଗଗ୍ରସ୍ତ ଝିଅର ଇଚ୍ଛାମୃତୁ୍ୟ ପାଇଁ ବିଜୟୱାଡାର ଜଣେ ମହିଳାଙ୍କ ପତ୍ର । ଇଚ୍ଛାମୃତୁ୍ୟଳ ପାଇଁ ଅନୁମୋଦନ ଦିଅନ୍ତୁ ବୋଲଇ ନିବେଦନ କରିଛନ୍ତି । ଯଦି ଇଚ୍ଛାମୃତୁ୍ୟ ଅନୁମୋଦନ ନ ଦିଅନ୍ତେ ତାହାହେଲେ ଚିକିତ୍ସା ପାଇଁ ମନା କରୁଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ମାନସିକ ଅନଗ୍ରସର ଝିଅର ଚିକିତ୍ସା ପାଇଁ କୋହଭରା ନିବେଦନ କରିଛନ୍ତି ମହିଳା ।