ଜମି ରେଜିଷ୍ଟ୍ରେସନ କାଗଜପତ୍ର ପ୍ରସ୍ତୁତିରେ ଦଲାଲ

ଜମି ରେଜିଷ୍ଟ୍ରେସନ କାଗଜପତ୍ର ପ୍ରସ୍ତୁତିରେ ଦଲାଲ

ସୋନପୁର: ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣି, ଜମି ରେଜିଷ୍ଟ୍ରେସନ କାଗଜପତ୍ର ପ୍ରସ୍ତୁତିରେ ଦଲାଲ । ତରଭା ଉପନିବନ୍ଧକ କାର୍ୟ୍ୟାଳୟର ମୁଖ୍ୟ କିରାଣି ଶିବ ପ୍ରସାଦ ଗୁରୁ ଏବଂ ଦଲାଲ ହେମକାନ୍ତ ବିଶି ଜମି ରେଜିଷ୍ଟ୍ରେସନ କାଗଜପତ୍ର ପ୍ରସ୍ତୁତି ପାଇଁ ୨୪ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏମାନେ ୬ ଜଣଙ୍କଠାରୁ ଲାଞ୍ଚ ନେଇଥିବା ଜଣାପଡ଼ିଛି ।