ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ

ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର: ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ସଦର ମହକୁମା ବନ୍ଦ ଡାକରା ଦିଆଯାଇଛି। ନାରୀ ନିର୍ୟ୍ୟାତନା ବୃଦ୍ଧି ପ୍ରତିବାଦରେ ପଶ୍ଚିମ ଓଡିଶା ମହିଳା ସଙ୍ଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦର ପ୍ରଭାବରେ ଚକଅଖ ବନ୍ଦ ସହ ପିକେଟିଂ କରି ଆନ୍ଦୋଳନକାରୀ ମୁଖ୍ୟ ଡାକଘର ବନ୍ଦ କରିଛନ୍ତି।