ସାରା ଶର୍ମା ସିବିଆଇ ଡିଆଇଜି

ସାରା ଶର୍ମା ସିବିଆଇ ଡିଆଇଜି

ଭୁବନେଶ୍ୱର: ଆଇପିଏସ ସାରା ଶର୍ମା ହେବେ ସିବିଆଇ ଡିଆଇଜି । ସାରା ଶର୍ମା ହେଉଛନ୍ତି ୨୦୧୦ ଓଡ଼ିଶା କ୍ୟାଡର ଆଇପିଏସ ।ସିବିଆଇ ଡିଆଇଜିଭାବେ ସାରା ଶର୍ମାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଚିଠି କରାଯାଇଛି । ରାଜ୍ୟ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଚିଠି କରାଯାଇଛି ।