ଜେଇଇ ପରୀକ୍ଷା ଫଳ: ପ୍ରିୟଙ୍କା ସର ଓଡିଶା ଟପ୍ପର

ଜେଇଇ ପରୀକ୍ଷା ଫଳ: ପ୍ରିୟଙ୍କା ସର ଓଡିଶା ଟପ୍ପର

ଭୁବନେଶ୍ବର: ଜେଇଇ (ମେନ) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ  ୯୯.୯୮ ପ୍ରତିଶତ ମାର୍କ ରଖି ପ୍ରିୟଙ୍କା ସର ରାଜ୍ୟ ଟପ୍ପର ହୋଇଛନ୍ତି।  ପ୍ରିୟଙ୍କା ସରଙ୍କ ଅଲ ଇଣ୍ଡିଆ ରାଙ୍କ ୨୪୩ ରହିଛି।  ୪୩ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି। ଏଥିରେ କେବଳ ତେଲଙ୍ଗାନାର ୧୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ସେସନ-୧ ଓ ୨ରେ  ୧୧ ଲକ୍ଷ ୧୩ ହଜାର ୩୨୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।