ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପୁନର୍ଗଠିତ

ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପୁନର୍ଗଠିତ

ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ସଂଗ୍ରାମ ମିଶ୍ରଙ୍କ ସୁପାରିସ ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପୁନର୍ଗଠିତ ହୋଇଛି।  ଏଥିରେ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ଅମରନାଥ ପ୍ରଧାନ, ଫକିର ସାମଲ, ରମେଶ ଚନ୍ଦ୍ର ପ୍ରଧାନ, ଅକ୍ଷୟ କୁମାର ବିଶ୍ଵାଳ, ସନ୍ତୋଷ କୁମାର ପଟ୍ଟନାୟକ, ବସନ୍ତ ବେଉରା, ଦୁଷ୍ମନ୍ତ କୁମାର ଦଳବେହେରା, ବିମଳ ବେହେରା, ଜୟକୃଷ୍ଣ ପ୍ରଧାନ, ଶତ୍ରୁଘ୍ନ ସାହୁ, ବଲବୀର ସିଂହ, ଗୋପୀନାଥ ସାହୁ, କ୍ଷୀରୋଦ ନାୟକ, ପଦ୍ମିନୀ ନାୟକ, ଅଳକା ମହାନ୍ତି, ସବିତା ଧୀର, ଚିତ୍ତରଞ୍ଜନ ସାମଲ, ଉମେଶ ଚନ୍ଦ୍ର ସାହୁ, ପବିତ୍ର ମୋହନ ଦାସ, ଶିବରାମ ଦାସ, ଦେବଦତ୍ତ ପ୍ରସାଦ ପ୍ରଧାନ, ଆଇନଜୀବୀ ସୁଶିଲ କୁମାର ପ୍ରଧାନ, ସରୋଜ କୁମାର ପାଣିଗ୍ରାହୀ, ମନୋଜ କୁମାର ପ୍ରଧାନ, ବିମଳ ପ୍ରଧାନ, ବିରଞ୍ଚି ନାରାୟଣ ଧର, କେଶବ ଭୁତିଆ, ମାନସ ପ୍ରଧାନ, କୁମୁଦ ବନ୍ଧୁ ଧର, ସୁଦିପ ମୀଶ୍ର, ଦୋଳଗୋବିନ୍ଦ ସାହୁ ସାମିଲ ହୋଇଛନ୍ତି। 

ଉପସଭାପତି ଭାବେ ଦୁଷ୍ମନ୍ତ କୁମାର ଦଳବେହେରା, ଚିତ୍ତରଞ୍ଜନ ନାୟକ, ଅଳକା ମହାନ୍ତି, କ୍ଷୀରୋଦ ନାୟକ, ଶତ୍ରୁଘ୍ନ ସାହୁ, ପରେଶ ଚନ୍ଦ୍ର ଜେନା, ପ୍ରଫୁଲ୍ଲ ଦାସ, ଉମେଶ ଚନ୍ଦ୍ର ସାହୁ, ବଲବୀର ସିଂହ, ଚିତ୍ତରଞ୍ଜନ ପ୍ରଧାନ, ପଦ୍ମଲୋଚନ ମାଝୀ, ଦେବଦତ୍ତ ପ୍ରସାଦ ପ୍ରଧାନ, ଶିବରାମ ଦାସ, ସହଦେବ ବେହେରା ଚୟନ ହୋଇଛନ୍ତି। 

ସାଧାରଣ ସମ୍ପାଦକ ଭାବେ ବିମଳ ବେହେରା, ପ୍ରଦୀପ ବେହେରା, କୁମୁଦ ବନ୍ଧୁ ଧର, ବିପିନ ପାତ୍ର, ତପନ ମିଶ୍ର, ଦିବ୍ୟଲୋଚନ ସାହୁ, ରଶ୍ମିରଞ୍ଜନ ସାହୁ, ତ୍ରିଲୋଚନ ସାହୁ, ଜମ୍ବେଶ୍ଵର ପଟ୍ଟନାୟକ, ଗିରିଜା ମିଶ୍ର, ଦକ୍ତାର ମହାନ୍ତି, ସନ୍ତୋଷ କୁମାର ବେହେରା, ଜତିନ୍ଦ୍ର କୁମାର ପ୍ରଧାନ, ଜିତେନ୍ଦ୍ର କୁମାର ପ୍ରଧାନ, ବଶିଷ୍ଠ ଦେହୁରୀ, ଅଜିତ ପ୍ରଧାନ, ସନ୍ତୋଷ କୁମାର ବିଶ୍ଵାଳ, ବିନୋଦ ମାଝୀ, ପଦ୍ମିନୀ ନାୟକ, ସୁଦିପ୍ତା ପ୍ରଧାନ ଚୟନ ହୋଇଛନ୍ତି। 

କୋଷାଧ୍ୟକ୍ଷ ଭାବେ ରାମଚନ୍ଦ୍ର ସାହୁ ଚୟନ ହୋଇଛନ୍ତି। ସମ୍ପାଦକ ଭାବେ କମ୍ଭୁ ଦେହୁରୀ, ମନୋଜ କୁମାର ପ୍ରଧାନ, ଚିତ୍ତରଞ୍ଜନ ସାମଲ, ବିଭୁତି ସାହୁ, ପ୍ରଦୀପ ମହାରଣା, ରାଜେଶ କୁମାର ସାହୁ, ମିହିର କୁମାର ପାଲ୍, ଇଶ୍ଵର ଚନ୍ଦ୍ର ପାଲ୍, ମାନସ ରଞ୍ଜନ ଗୁପ୍ତା, ଦେବବ୍ରତ ପ୍ରଧାନ, ଆନନ୍ଦ ମହାପାତ୍ର, ପୁଷ୍ପକ ସ୍ଵାଇଁ,ବଜରଙ୍ଗ ଅଗ୍ରଓ୍ଵାଲ, ହେମନ୍ତ ମହାଲିକ, ସଂଗ୍ରାମ ବେହେରା, ଅଜୟ ବେହେରା, ନିର୍ମଳ କୁମାର ସାହୁ, ରଜତ ଜେନା, ସୌମ୍ୟରଞ୍ଜନ ବେହେରା, ତ୍ରିନାଥ ସାହୁ, ଚନ୍ଦନ କୁମାର ସାହୁ, ଉପେନ୍ଦ୍ର ରାଉତ, ମିଶ୍ର ସାହୁ, ଦେବବ୍ରତ ପ୍ରଧାନ, ମୋହନ କୁମାର ମହାନ୍ତି, ଶିଶିର କୁମାର ପାଲ ଚୟନ ହୋଇଛନ୍ତି।

ସ୍ଵତନ୍ତ୍ର ଅତିଧି ଭାବେ ବିପ୍ଳପ ଜେନା, ବିଜୟାନନ୍ଦ ଚାଉଳିଆ, ସୁବ୍ରତ ଗଡ଼ନାୟକ, ସୁନିଲ କୁମାର ସାହୁ, ଜୟନ୍ତ କୁମାର ସାହୁ, ପ୍ରବୋଧ ସ୍ଵାଇଁ, ନିଳକଣ୍ଠ ନାୟକ, ତପସ୍ଵୀନି ବିଶ୍ଵାଳ, ବିଶ୍ଵରଞ୍ଜନ ପାଣିଗ୍ରାହୀ, ପ୍ରଦ୍ମୁମ୍ନ ସାହୁ, ଧର୍ମେନ୍ଦ୍ରନାଥ ମିଶ୍ର, ଜିତେନ୍ଦ୍ର କୁମାର ସାହୁ, ପ୍ରବୋଧ ପଟ୍ଟନାୟକ, ଅମୂଲ୍ୟ ବେହେରା, ତପନ ପ୍ରଧାନ, ଶଶ୍ମିତା ବେହେରା, ଜିତେନ୍ଦ୍ର ସାହୁ, ନରୋତ୍ତମ ନାୟକ ଭାବେ ଚୟନ ହୋଇଛନ୍ତି। 

ମିଡିଆ ସେଲରେ ଗୋପାଳ ଚନ୍ଦ୍ର ନାଥ, ମୁକେଶ ଅଗ୍ରଓ୍ଵାଲ, ବିଶ୍ଵଜିତ ପ୍ରଧାନ, ମାନସ ରଞ୍ଜନ ବିଶ୍ଵାଳ ଚୟନ ହୋଇଛନ୍ତି। ସେହିପରି ବ୍ଲକ ସଭାପତି ଭାବେ ଅନୁଗୁଳ ବ୍ଲକରୁ ଅମୀୟ ମିଶ୍ର, ବଅଁରପାଳରୁ ବିଦ୍ୟାଧର ବରାହ, ତାଳଚେରରୁ ବିଚ୍ଛନ୍ଦ ସାମଲ, କଣିହାଁରୁ ସୁଶାନ୍ତ ଶଶିକାନ୍ତ ସାମଲ, ପାଲହଡ଼ାରୁ କ୍ଷେତ୍ରବାସୀ ରାଜହଂସ, ଛେଣ୍ଡିପଦାରୁ କୃତାର୍ଥ ଦେହୁରୀ, କିଶୋରନଗରରୁ ଅଶୋକ କୁମାର ପ୍ରଧାନ, ଆଠମଲ୍ଲିକରୁ ଲକ୍ଷ୍ମୀଧର ବିଶ୍ଵାଳ ଚୟନ ହୋଇଛନ୍ତି। ସହର ସଭାପତି ଭାବେ ଅନୁଗୁଳୁରୁ ଲୁଟୁ ରଞ୍ଜନ ଥାପ୍ପା, ତାଳଚେରରୁ ସତିଶ କୁମାର ବେହେରା, ଆଠମଲ୍ଲିକରୁ କମଳାକାନ୍ତ ପ୍ରଧାନ ଚୟନ ହୋଇଛନ୍ତି। ସଂଖ୍ୟାଲଘୁ ସେଲର ସଭାପତି ସେକ୍ ଅବଦୁଲା ଚୟନ ହୋଇଥିବା ସୂଚନା ମିଳିଛି।