କାହିଁକି ରଖନ୍ତି ଗୋଲ୍ଡେନ ଫିସ୍‌‌ ?

କାହିଁକି ରଖନ୍ତି ଗୋଲ୍ଡେନ ଫିସ୍‌‌ ?

ଅନେକ ଘରେ ଆକ୍ୱାରିୟମ ରଖିଥିବା ଦେଖିଥିବେ। ଏହାସହ ଏକ କାଚ ପାତ୍ରରେ ଗୋଲ୍ଡେନ ଫିସ୍‌‌ (ସୁନେଲି ମାଛ) ଥିବା ମଧ୍ୟ ଦେଖିଥିବେ। ତେବେ ଘରେ ଏହି ଗୋଲ୍ଡେନ ଫିସ୍‌‌ ଥିଲେ କି ଫଳ ମିଳିଥାଏ। ଜାଣନ୍ତୁ..

- ଘରେ ଗୋଲ୍ଡେନ ଫିସ୍‌‌ ଥିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
- ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
- ଘରେ ସମ୍ପନ୍ନତା ଆସିବା ସହ ଧନ ବୃଦ୍ଧି ହୋଇଥାଏ। ଅଟକି ଥିବା ଧନ ପ୍ରାପ୍ତି ହୋଇଥାଏ।
- ଘରର ଡ୍ରଇଙ୍ଗ୍‌‌ ରୁମ୍‌‌ରେ ଗୋଲ୍ଡେନ ଫିସ୍‌‌ ରଖିବା ଦ୍ୱାରା ଘରେ ସର୍ବଦା ସୁଖ,ଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ।
- ଏହି ଫିସ୍‌‌ ଘରେ ରଖିବା ଦ୍ୱାରା ଉନ୍ନତି ସର୍ବଦା ହେବା ସହ କାର୍ୟ୍ୟରେ ସଫଳତା ମିଳିଥାଏ।
- ମାତ୍ର ଏହାକୁ କଦାପି ଶୟନ କକ୍ଷ କିମ୍ବା ରୋଷେଇ ଘରେ ରଖନ୍ତୁ ନାହିଁ।