୨୭୦ କରୋନା ଆକ୍ରାନ୍ତ ସୁସ୍ଥ

୨୭୦ କରୋନା ଆକ୍ରାନ୍ତ ସୁସ୍ଥ

 ୨୭୦ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୩୨୧ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସମ୍ବଲପୁରରେ ୩୭, ଅନୁଗୁଳରେ ୨୮, ବରଗଡ଼ରେ ୨୩, ପୁରୀରେ ୨୦, ଝାରସୁଗୁଡ଼ାରେ ୧୭, ସୁନ୍ଦରଗଡ଼ରେ ୧୪, ଗଜପତିରେ ୧୦, ଯାଜପୁରରେ ୧୦, କନ୍ଧମାଳରେ ୧୦, ଖୋର୍ଦ୍ଧାରେ ୧୦, ବାଲେଶ୍ୱରରେ ୯, କୋରାପୁଟରେ ୯, ମୟୂରଭଞ୍ଜରେ ୯, ରାୟଗଡ଼ାରେ ୯, ବଲାଙ୍ଗୀରରେ ୮, କଳାହାଣ୍ଡିରେ ୮, କଟକରେ ୫, କେନ୍ଦ୍ରାପଡ଼ାରେ ୫, ନୂଆପଡ଼ାରେ ୫, ମାଲକାନାଗିରିରେ ୪, ସୋନପୁରରେ ୪, ଭଦ୍ରକରେ ୩, ଦେବଗଡ଼ରେ ୩, ଜଗତସିଂହପୁରରେ ୩, ଗଞ୍ଜାମରେ ୨, ବୌଦ୍ଧରେ ୧, କେନ୍ଦୁଝରରେ ୧, ନୟାଗଡ଼ରେ ୧ ଓ ରାଜ୍ୟ ପୁଲରେ ୨ ଜଣ ସୁସ୍ଥ ହୋଇଛନ୍ତି ।